Breaking PLUSଓଡ଼ିଶାମୁଖ୍ୟ ଖବର

କଟକରେ ଅମୃତ ଭାରତ ଟ୍ରେନକୁ ସ୍ୱାଗତ

ଭୁବନେଶ୍ୱର, 31 ଡିସେମ୍ବର – ଆଜି ମାଲଦା -ଵେଙ୍ଗାଲୁରୁ ଅମୃତ ଭାରତ ଟ୍ରେନକୁ କଟକ ରେଳ ଷ୍ଟେସନରେ ସ୍ବାଗତ କରାଯାଇଛି । ପତାକା ଦେଖାଇ ଆଜିର ଯାତ୍ରାର ଶୁଭାରମ୍ଭ କରାଯାଇଛି । ସକାଳ ସାତଟା ଦଶ ମିନିଟ ସମୟରେ ଏହି ଟ୍ରେନ କଟକ ଷ୍ଟେସନରୁ ଛାଡିଛି। ଏହି ସମୟରେ ରେଳବାଇର ଉଚ୍ଚ କର୍ତ୍ତୃପକ୍ଷ ଓ ଵିଜେପି ନେତୃବୃନ୍ଦ ଉପସ୍ଥିତ ଥିଲେ। ଏହି ଅମୃତ ଭାରତ ଟ୍ରେନରେ ଜେନେରାଲ କୋଚ୍ ସହ ସେକେଣ୍ଡ କ୍ଲାସ୍ ସ୍ଲିପର କୋଚ୍ ରହିଛି।

Show More

Related Articles

Back to top button