ଅନୁଚିନ୍ତା
ଆଜିର ଅନୁଚିନ୍ତା :

ଆଜିର କଥା :
🚩 ଶ୍ରୀରାମ ନବମୀ ର ହାର୍ଦ୍ଧିକ ଅଭିନନ୍ଦନ 🚩
ଏହା ନିରାଟ ସତ୍ୟ ଯେ ଯେଉଁଠି ଦୟା ଥାଏ ସେଇଠି ଧର୍ମ ନିଶ୍ଚୟ ଥାଏ,
ଆଉ ଯେଉଁଠି ଲୋଭ ଥାଏ ସେଇଠି ପାପ ନିଶ୍ଚୟ ଥାଏ,
ଯେଉଁଠି କ୍ରୋଧ ଥାଏ ସେଇଠି ସର୍ବନାଶ ନିହାତି ହୋଇଥାଏ
ଆଉ ଯେଉଁଠି କ୍ଷମା ଥାଏ
ସେଇଠି ନିଶ୍ଚୟ ଭଗବାନଙ୍କ ବାସ ଥାଏ।
🚩 ଜୟ ଶ୍ରୀ ରାମ 🚩
🍁🍁🍁



