ଅନୁଚିନ୍ତା

ଆଜିର ଅନୁଚିନ୍ତା :

ଆଜିର କଥା:

🙏 ଜୟ ଶ୍ରୀଜଗନ୍ନାଥ 🙏

କାହାର ଅଭିଶାପ ଦ୍ୱାରା ଆମର କିଛି କ୍ଷତି ହୋଇନଥାଏ
କି କାହାର ଆଶୀର୍ବାଦ ଦ୍ୱାରା ଆମର ସବୁକିଛି ଭଲ ହୋଇନଥାଏ।

ଭଲ ଏବଂ ଖରାପ କେବଳ ଆମ କର୍ମ ଉପରେ ନିର୍ଭର କରେ
ତେଣୁ କର୍ମ କୁ ବିଶ୍ୱାସ କର,କର୍ମ ହିଁ ଭଗବାନ।

ପୃଥିବୀରେ ଏମିତି କେହି ବ୍ୟକ୍ତି ନାହିଁ ,ଯାହାର କିଛି ସମସ୍ୟା ନାହିଁ
ଆଉ ପୃଥିବୀରେ ଏମିତି କିଛି ସମସ୍ୟା ନାହିଁ
ଯାହାର କି କୌଣସି ସମାଧାନ ନାହିଁ ।

🙏 ଜୟ ଶ୍ରୀଜଗନ୍ନାଥ 🙏
⭕❗⭕

Show More

Related Articles

Back to top button