Breaking PLUSଓଡ଼ିଶାମୁଖ୍ୟ ଖବର
ମେଡିକାଲରେ ତାଲା ପକାଇ ଆଶାକର୍ମୀଙ୍କ ଧାରଣା
କଟକ: ମେଡିକାଲରେ ତାଲା ପକାଇ ଆଶାକର୍ମୀଙ୍କ ଧାରଣା ।୫୯ ନଂ ୱାର୍ଡ ବମ୍ଫକୁଦ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା । ୪ ମାସର ବକେୟା ପ୍ରଦାନ ଦାବିରେ ତାଲା ପକାଇ ଆଶାକର୍ମୀ ଧାରଣା ଦେଇଛନ୍ତି । ମେଡିକାଲରେ ତାଲା ପକାଇଥିବାରୁ ସ୍ବାସ୍ଥ୍ୟ ସେବା ଠପ୍ ହୋଇଯାଇଛି ।