Breaking PLUSଓଡ଼ିଶାମୁଖ୍ୟ ଖବର

୧୩ରୁ ବିଧାନସଭାର ବଜେଟ ଅଧିବେଶନ

ଆସନ୍ତା ୧୩ରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ୧୭ରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗୃହରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି। ବଜେଟ ଉପସ୍ଥାପନ ପରେ ଏହା ଉପରେ ବିଧାନସଭାରେ ସ୍ବତନ୍ତ୍ର ଆଲୋଚନା ହେବ। ଏକାଧିକ ପ୍ରସଙ୍ଗକୁ ନେଇ ଏଥର ଗୃହ ବେଶ୍‌ ସରଗରମ ହେବା ସମ୍ଭାବନା ରହିଛି। ଶାସକ ଦଳକୁ ଘେରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତି ଚଳାଇଛନ୍ତି। ପୂର୍ବ ଦୁଇଟି ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ପୂର୍ବ ସରକାରଙ୍କୁ ଦୋଷ ଦେଇ ଖସିଯିବା‌େର ସଫଳ ହୋଇଥିବା ଶାସକ ବିଜେପି ପାଇଁ ଏଥର ଅଧିବେଶନ ବେଶ୍‌ ଆହ୍ବାନପୂର୍ଣ୍ଣ ହେବ

Show More

Related Articles

Back to top button