Breaking PLUSଓଡ଼ିଶାମୁଖ୍ୟ ଖବର

ବୈଦ୍ୟନାଥପୁର ଥାନାଞ୍ଚଳରେ ଯୁବକଙ୍କୁ ବୋମାମାଡ଼

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନାଞ୍ଚଳରେ ଯୁବକଙ୍କୁ ବୋମାମାଡ଼ ହୋଇଛି । ଆଙ୍କୁଲୀ ଶିଳ୍ପାଞ୍ଚଳ ଛକ ରାମ ମନ୍ଦିର ନିକଟରେ ବୋମାମାଡ଼ ହୋଇଛି । ବୋମାମାଡ଼ରେ ଶିବ ବାହାଦୁର ଆହତ ହୋଇଥିବା ବେଳେ ମେଡ଼ିକାଲରେ ଭର୍ତ୍ତି ହୋଇଛି । ସିସିଟିଭିରେ କଏଦ ହେଲା ବୋମାମାଡ଼ର ଦୃଶ୍ୟ କଏଦ ହୋଇଛି ।ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଛି, ପୋଲିସ ଛାନଭିନ୍ କରିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button