Breaking PLUSଓଡ଼ିଶାମୁଖ୍ୟ ଖବର

ବରପଦର ଗାଁରେ ମୃତଦେହକୁ ଗ୍ରହଣ କଲେନାହିଁ ପରିବାର

ବିନିକା: ବରପଦର ଗାଁରେ ମୃତଦେହକୁ ଗ୍ରହଣ କଲେନାହିଁ ପରିବାର । ମହାପ୍ରୟାଣ ଗାଡ଼ିରେ ମୃତଦେହ ଧରି ବିନିକା ଥାନାରେ ପହଞ୍ଚିଲେ ସ୍ତ୍ରୀ ଓ ପୁଅ  । ଘରୋଇ କଳହକୁ ନେଇ ମୃତଦେହ ଗ୍ରହଣ କରିନଥିବା ସୂଚନା ମିଳିଛି । ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲରେ ମୃତ୍ୟୁ ପରେ ଗାଁକୁ ଯାଇଥିଲା ମୃତଦେହ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button