Breaking PLUSଓଡ଼ିଶାମୁଖ୍ୟ ଖବର

ପଛକୁ ପଛ ଆସୁଛି ୩ଟି ଲଘୁଚାପ

ଭୁବନେଶ୍ୱର- ପଛକୁ ପଛ ଆସୁଛି ୩ଟି ଲଘୁଚାପ । ଗୋଟିଏ ଲଘୁଚାପ ଏବେ ସୃଷ୍ଟି ହୋଇଛି । ୨୬ ବେଳକୁ ଦ୍ବିତୀୟ ଓ ୨୯ ବେଳକୁ ତୃତୀୟ ଲଘୁଚାପ ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ସାହୁ ।

ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ବେଶୀ ଘନୀଭୂତ ହୋଇନପାରେ । ତଥାପି ଦକ୍ଷିଣ ଓଡ଼ିଶାର ଜିଲାମାନଙ୍କରେ ଅଧିକ ବର୍ଷା ହୋଇପାରେ । ୨୬ ଓ ୨୭ବେଳକୁ ଯେଉଁ ସିଷ୍ଟମ ସୃଷ୍‌ଇ ହେବା ତାହା ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି । ପ୍ରଥମଟିର ବେଶୀ ପ୍ରଭାବ ନପଡିପାରେ, ଦ୍ୱିତୀୟର ପ୍ରଭାବ ବେଶୀ ରହିବ । ମାତ୍ର ୩ଟି ଲଘୁଚାପ ହେବ କି ନାହିଁ ଭାରତୀୟ ପାଣିପାଗ କେନ୍ଦ୍ର କିଛି ସ୍ପଷ୍ଟ କରିନାହିଁ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button