Breaking PLUSଓଡ଼ିଶାମୁଖ୍ୟ ଖବର

କଟନୀଛଟନୀ ରୋକିବାକୁ ମଣ୍ଡି ଜଗିବ ବିଜେପି କୃଷକ ମୋର୍ଚ୍ଚା

ମଣ୍ଡି ଜଗିବେ ବିଜେପି କୃଷକ ମୋର୍ଚ୍ଚା। କଟନୀ ଛଟନି ଶିକାର ହେବେନି ଚାଷୀ। ମିଲରଙ୍କ ଶୋଷଣର ଶିକାର ହେବେନାହିଁ ଚାଷୀ ଏଥିପାଇଁ ଏକ ପ୍ରସ୍ତୁତି ବୈଠକ କରିଛି ବିଜେପି କୃଷକ ମୋର୍ଚ୍ଚା। ମତ୍ସ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବୈଠକରେ ଯୋଗ ଦେଇ କୃଷକ ମୋର୍ଚ୍ଚା କର୍ମୀଙ୍କୁ ଆହ୍ୱାନ କରିଛନ୍ତି। ଚାଷୀ ଓ ସରକାରଙ୍କ ମଧ୍ୟରେ ସେତୁ ଭଳି କାମ କରିବ କୃଷକ ମୋର୍ଚ୍ଚା । ଏହାସହ ମୋର୍ଚ୍ଚାର କର୍ମୀ ମନେ ବିଭିନ୍ନ ମଣ୍ଡି ବୁଲି ଧାନ କିଣା ଉପରେ ନଜର ରଖିବେ। ପ୍ରଥମ ଥର କରି ଧାନ କୁଇଣ୍ଟାଲ ପିଛା 3100 ଟଙ୍କା ଦେଉଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛି କୃଷକ ମୋର୍ଚ୍ଚା।

Show More

Related Articles

Back to top button