Breaking PLUSଓଡ଼ିଶାମୁଖ୍ୟ ଖବର
ଭୋଜି ବେଳେ ବଚସାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ବଲାଙ୍ଗିର: ବନ୍ଧୁ ସାଜିଲା ବଇରି । ଭୋଜି ବେଳେ ବଚସାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ । ଏଭଳି ଅଭାବନୀୟ ଘଟଣା ଘଟିଛି ଦେଓଗାଁ ଥାନା ଅନ୍ତର୍ଲା ଗାଁରେ । ୩ ସାଙ୍ଗଙ୍କୁ ଅଟକ ରଖିଛି ଦେଓଗାଁ ପୋଲିସ । ପୋଲିସ ଘଟଣାର ଛାନଭିନ୍ ଚଳାଇଛି ।


