Breaking PLUSଓଡ଼ିଶାମୁଖ୍ୟ ଖବର
ସୁପାରୀ ଦେଇ ବରକୁ ହତ୍ୟା ଉଦ୍ୟମ ଘଟଣାରେ ଜଣେ ଗିରଫ

ବଲାଙ୍ଗିର: ସୁପାରୀ ଦେଇ ବରକୁ ହତ୍ୟା ଉଦ୍ୟମ ଘଟଣା । ମୁଖ୍ୟ ଅଭିଯୁକ୍ତ ଦେଓଗାଁ ଥାନା ମହଲେଇ ଗାଁର ସୁଶାନ୍ତ ବିଶ୍ବାଳ ଗିରଫ । କଳାହାଣ୍ଡି ଜିଲ୍ଲାର ମୋହନଗିରିରୁ ଗିରଫ କଲା ଦେଓଗାଁ ପୋଲିସ । ପୂର୍ବରୁ ଏହି ଘଟଣାରେ ଜଣେ ନାବାଳକ ସହ ୮ ଗିରଫ ହୋଇଥିଲେ । ବାବିଜୁରୀ ଗାଁରୁ ବର ହୋଇଥିବା ବ୍ୟକ୍ତିକୁ ହତ୍ୟା ଉଦ୍ୟମ ହୋଇଥିଲା । ଜମିଜମା ବିବାଦକୁ ନେଇ ସୁଶାନ୍ତ ବିଶ୍ବାଳ ସୁପାରୀ ଷଡ଼ଯନ୍ତ୍ର କରିଥିଲା ।