Breaking PLUSଓଡ଼ିଶାମୁଖ୍ୟ ଖବର
ପେଣ୍ଠକଟା ଶ୍ରୀଜଗନ୍ନାଥ ଷ୍ଟାଡିୟମ ଉପରକୁ ବୋମାମାଡ଼

ପୁରୀ: ପେଣ୍ଠକଟା ଶ୍ରୀଜଗନ୍ନାଥ ଷ୍ଟାଡିୟମ ଉପରକୁ ବୋମାମାଡ଼ ହୋଇଛି । ବାଇକ୍ରେ ଆସି ୩ଟି ବୋମା ଫିଙ୍ଗି ଚମ୍ପଟ୍ ମାରିଲେ ଦୁର୍ବୃତ୍ତ । ଗୋଟିଏ ବୋମା ଫୁଟିଥିବା ବେଳେ ଆଉ ୨ଟି ପଡି ରହିଛି । ଦୁର୍ବୃତ୍ତମାନେ ଗୋଟିଏ ବ୍ୟାଗ୍ ଛାଡି ପଳାଇଥିବା ସୂଚନା ମିଳିଛି । ବୋମା ମାଡ଼ ବେଳେ ସେବାୟତ ପ୍ରିମିୟର ଲିଗ ମ୍ୟାଚ୍ ଚାଲିଥିଲା ।