Breaking PLUSଓଡ଼ିଶାମୁଖ୍ୟ ଖବର
ପୁଣି ଥରେ ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ଉପରେ ସିବିଆଇ ରେଡ୍

ଭୁବନେଶ୍ୱର- ପୁଣି ଥରେ ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ଉପରେ ସିବିଆଇ ରେଡ୍ କରିଛି । ଭୁବନେଶ୍ବରରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ତନାଘନା କରୁଛି ସିବିଆଇ । ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ବ୍ୟାଙ୍କ ଷ୍ଟେଟମେଣ୍ଟ ପାଇଁ ଚଢ଼ାଉ କରାଯାଇଛି ।



