Breaking PLUSଓଡ଼ିଶାମୁଖ୍ୟ ଖବର
ପୁରୁଣାସ୍ଥାନକୁ ଫେରିଲା ବିରଜା ହାଟ

ଯାଜପୁର: ୧୧ ମାସ ପରେ ପୁରୁଣାସ୍ଥାନକୁ ଫେରିଲା ବିରଜା ହାଟ । ଶାନ୍ତିଶୃଙ୍ଖଳା ଲାଗି ହାଟରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛି । ୨୦୦ରୁ ଅଧିକ ଚାଷୀ ଓ ବ୍ୟବସାୟୀ ଆରମ୍ଭ କଲେ ବେପାର । ବିରଜା ମନ୍ଦିର ପ୍ରକଳ୍ପ ପାଇଁ ହାଟକୁ ସ୍ଥାନାନ୍ତର କରାଯାଇଥିଲା । ହାଟ ସ୍ଥାନାନ୍ତର କରି ସନ୍ଥମାଧବ ଅଞ୍ଚଳରେ ନୂଆ ହାଟ ବସାଯାଇଥିଲା ।



