Breaking PLUSଓଡ଼ିଶାମୁଖ୍ୟ ଖବର
କାଠଯୋଡି ନଦୀପଠାରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ସ୍ୱାମୀ ଗିରଫ

କଟକ- କଟକ ପରମହଂସ କାଠଯୋଡ଼ି ନଦୀ ପଠାରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ଗିରଫ ହୋଇଛି ଅଭିଯୁକ୍ତ ସ୍ଵାମୀ। ଏକ ଟେଲର ଷ୍ଟିକରରୁ ଅଭିଯୁକ୍ତ ପାଖରେ ପହଞ୍ଚିବାରେ ସଫଳ ହୋଇଛି ପୁଲିସ। ମୃତ ମହିଳାଙ୍କ ସ୍ଵାମୀଙ୍କୁ ପୁଲିସ ଗୁଜରାଟରୁ ଗିରଫ କରିଛି। ଏଥିସହ ମୃତ ମହିଳାଙ୍କ ଘର କେନ୍ଦ୍ରାପଡ଼ା ବୋଲି ଜଣାପଡ଼ିଛି।



