Breaking PLUSଓଡ଼ିଶାମୁଖ୍ୟ ଖବର

ଓଡ଼ିଆ ସମେତ ଅନ୍ୟାନ୍ୟ ଆଞ୍ଚଳିକ, ବିଦେଶୀ ଭାଷା ରହିବ- CBSE

ଭୁବନେଶ୍ୱର- ଦଶମରେ ପ୍ରତି ବର୍ଷ ୨ଟି ବୋର୍ଡ ପରୀକ୍ଷା ନେଇ CBSEର ସ୍ପଷ୍ଟୀକରଣ  ।୨୫ ତାରିଖ ୱେବସାଇଟ ତଥ୍ୟ ନେଇ ସାନି ସ୍ପଷ୍ଟୀକରଣ  ।ସବୁ ବିଷୟ ଓ ଭାଷାରେ ପୂର୍ବ ପରି ୨୦୨୫-୨୬ ପରୀକ୍ଷା ହେବ । ଡ୍ରାଫ୍ଟ ପଲିସିର ୮ମ ପଏଣ୍ଟ ବାବଦରେ ତଥ୍ୟ ଦେଲେ  ।ଓଡ଼ିଆ ସମେତ ଅନ୍ୟାନ୍ୟ ଆଞ୍ଚଳିକ, ବିଦେଶୀ ଭାଷା ରହିବ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button