Breaking PLUSଓଡ଼ିଶାମୁଖ୍ୟ ଖବର

ମଣ୍ଡିରୁ ଉଠୁନି ଧାନ; ପ୍ରତିବାଦରେ ଚାଷୀଙ୍କ ରାସ୍ତାରୋକ

ଚାନ୍ଦବାଲି, 20 ମାର୍ଚ୍ଚ-  ମଣ୍ଡିରୁ ଉଠୁନି ଧାନ । ଏହାର ପ୍ରତିବାଦରେ ଚାଷୀମାନେ ରାସ୍ତାରୋକ କରିଛନ୍ତି । ତିହିଡ଼ି ବ୍ଲକ୍‌ ଚାରିତରଫ ଛକରେ ଧାନ ବସ୍ତା ପକାଇ ଚାଷୀମାନେ ଆନ୍ଦୋଳନ କରିଛନ୍ତି । ରାସ୍ତା ଅବରୋଧ ସମୟରେ ତହସିଲଦାରଙ୍କ ଗାଡ଼ି ଆଗରେ ଶୋଇ ପଡ଼ିଲେ । ଚାରିତରଫ ସୋସାଇଟି ମଣ୍ଡିରୁ ମିଲର ଧାନ ଉଠାଉନଥିବା ଅଭିଯୋଗ କରିଛନ୍ତି ଚାଷୀ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button