Breaking PLUSଓଡ଼ିଶାମୁଖ୍ୟ ଖବର

ଛତିଶଗଡ଼ରେ ସୁରକ୍ଷା ବାହିନୀ-ମାଓବାଦୀଙ୍କ ମୁହାଁମୁହିଁ

ଭୁବନେଶ୍ୱର- ଛତିଶଗଡ଼ରେ ସୁରକ୍ଷା ବାହିନୀ-ମାଓବାଦୀଙ୍କ ମୁହାଁମୁହିଁ ହୋଇଛନ୍ତି । ସୁକମା ଜିଲ୍ଲା କିସ୍ତରାମ ଥାନା ମେଟାଗୁଡ଼ା ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଛି । କମ୍ବିଂ ବେଳେ ପ୍ରଥମେ ଗୁଳିମାଡ଼ କରିଥିଲେ ମାଓବାଦୀ । ଏହାପରେ ସୁରକ୍ଷାକର୍ମୀ ପାଲଟା ଜବାବ ଦେଇ ଗୁଳି ଚାଳନା କରିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button