Breaking PLUSଓଡ଼ିଶାମୁଖ୍ୟ ଖବର
କଟକରେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ଭୁବନୋ୍ୱର- କଟକରେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ । ଶହୀଦ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେ CJI । ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ଆଲୋଚନାଚକ୍ରରେ ଯୋଗଦାନ । ୫୦ ବର୍ଷରୁ ଅଧିକ ଓକିଲାତି କରିଥିବା ଆଇନଜୀବୀ ହେବେ ସମ୍ବର୍ଦ୍ଧିତ ।



