Breaking PLUSଓଡ଼ିଶାମୁଖ୍ୟ ଖବର
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର, 20 ମାର୍ଚ୍ଚ- ଭୁବନେଶ୍ଵର ସିଆରପିଏଫ ଛକ ନିକଟରେ ପ୍ରିୟଦର୍ଶିନୀ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ତ। ଏହି ଅଗ୍ନିକାଣ୍ତଟି ସର୍ଟସର୍କିଟରୁ ଅଗ୍ନିକାଣ୍ତ ଅନୁମାନ କରାଯାଉଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ଦ୍ଵାରା ନିଆଁ ଲିଭା ଜାରି। ନିଆଁଲିଭା କାର୍ଯ୍ୟରେ ୪ଟି ଅଗ୍ନିଶମବାହିନୀ ନିୟୋଜିତ ହୋଇଛି। ବଡ ବଡ ପାଣିଟ୍ୟାଙ୍କରୁ ପାଣି ମାଡ କରାଯାଉଛି। ସମ୍ପୁର୍ଣ୍ଣ ଧୂଆଁମୟ ହୋଇପଡିଛି। ନିଆଁରେ ଦୋକାନ ବଜାର ଛାରାଖାର ହୋଇପଡିଛି।



