Breaking PLUSଖେଳଜୀବନଚର୍ଯ୍ୟାମୁଖ୍ୟ ଖବରସ୍ୱାସ୍ଥ୍ୟ

ସାଇକେଲ ଚଲେଇବା ଯେ କୌଣସି ଦେଶର ଅର୍ଥ ବ୍ୟବସ୍ଥା (GDP) ପାଇଁ, ଅତ୍ୟନ୍ତ ହାନିକାରକ

ନିୟମିତ ସାଇକେଲ ଚଲାଉ ଥିବା ଜଣେ ବ୍ୟକ୍ତି, ଦେଶ ପାଇଁ ବହୁତ ବଡ଼ କ୍ଷତି କରିଥାଏ

ସାଇକେଲ ଚଲେଇବା ଯେ କୌଣସି ଦେଶର ଅର୍ଥ ବ୍ୟବସ୍ଥା (GDP) ପାଇଁ, ଅତ୍ୟନ୍ତ ହାନିକାରକ……

ଏକଥା ହାସ୍ୟାସ୍ପଦ ହେଇପାରେ, କିନ୍ତୁ ସତ….

ନିୟମିତ ସାଇକେଲ ଚଲାଉ ଥିବା ଜଣେ ବ୍ୟକ୍ତି, ଦେଶ ପାଇଁ ବହୁତ ବଡ଼ କ୍ଷତି କରିଥାଏ….
କାରଣ ….

ସେ ଗାଡ଼ି କିଣେ ନାହିଁ ,
ସେ ଲୋନ୍ ନିଏ ନାହିଁ ,
ସେ ଗାଡ଼ିର ବୀମା କରେନାହିଁ ,
ସେ ପେଟ୍ରୋଲ/ଡିଜେଲ କିଣେ ନାହିଁ ,
ସେ ଗାଡ଼ିର ସର୍ବିସିଂ କରେନାହିଁ ,
ସେ ପାର୍କିଂ ପାଇଁ ପଇସା ଦିଏ ନାହିଁ ,
ଏବଂ ତା ସହିତ
ମେଦବୃଦ୍ଧିର ଶିକାର (ମୋଟା) ହୁଏନାହିଁ l

ହଁ ଆଜ୍ଞା …… , ଏହା ନିରାଟ ସତ୍ୟ ଯେ ସୁସ୍ଥ ବ୍ୟକ୍ତି ଅର୍ଥ ବ୍ୟବସ୍ଥା ପାଇଁ ଅନୁକୂଳ ନୁହେଁ , କାରଣ……

ସେ ଔଷଧ କିଣେନାହିଁ ,
ସେ ହସ୍ପିଟାଲ/ଡାକ୍ତର ପାଖକୁ ଯାଏ ନାହିଁ
ସେ ରାଷ୍ଟ୍ରର GDP ରେ କୌଣସି ଯୋଗଦାନ କରେନାହିଁ l

ଏହାର ବିପରୀତ ଏକ Fast Food ଦୋକାନ ,
ଆନୁମାନିକ ୩୦ ଜଣଙ୍କୁ ରୋଜଗାରକ୍ଷମ କରାଏ –

୧୦ ହୃଦୟ ଚିକିତ୍ସକ ,
୧୦ ଦାନ୍ତ ଚିକିତ୍ସକ ,
୧୦ ଓଜନ କମାଇବା

ପାଦରେ ଚାଲୁଥିବା ଲୋକ ଏହା ଠାରୁ ଆହୁରିଅଧିକ ଖତରନାକ୍ , କାରଣ ପାଦରେ ଚାଲିବା ବାଲା ସାଇକେଲ ମଧ୍ୟ କିଣେ ନାହିଁ ……..।

Show More

Related Articles

Back to top button