Breaking PLUSଓଡ଼ିଶାମୁଖ୍ୟ ଖବର
ଆଜି ଦେବ ଦୀପାବଳିତ ତୃତୀୟ ତଥା ଶେଷ ଦିନ

ଭୁବନେଶ୍ୱର- ଆଜି ପ୍ରତିପଦା ତିଥି। ଦେବ ଦୀପାବଳିତ ତୃତୀୟ ତଥା ଶେଷ ଦିନ। ଏହି ଅବସରରେ ଆଜି ବସୁଦେବ-ଦେବକୀ, ନନ୍ଦ-ଯଶୋଦା, ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚା ଦେବୀଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ଦୀପ ଦାନ କରିବେ ମହାପ୍ରଭୁ।



