Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଭାରତ ଓ ପାକିସ୍ତାନକୁ ରାତିରେ ମିଶିକି ଖାଇବାକୁ ପରାମର୍ଶ ଦେଲେ ଟ୍ରମ୍ପ

ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଟିକେ ଶାନ୍ତ ପଡ଼ିବା ପରେ ଲୋକଙ୍କୁ ଚମକାଇବା ପରି ଏକ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌।   ସାଉଦି ଆରବରେ ଏକ ଭାଷଣ ସମୟରେ ନିଜକୁ ଶାନ୍ତି ସ୍ଥାପନକାରୀ ବୋଲି ବର୍ଣ୍ଣନା କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପରାମର୍ଶ ଦେଇଛନ୍ତି ଯେ ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ପଡ଼ୋଶୀ ରାଷ୍ଟ୍ରଙ୍କ ମଧ୍ୟରେ ଉତ୍ତେଜନା କମ କରିବା ପାଇଁ ଭାରତ ଏବଂ ପାକିସ୍ତାନ “ଏକତ୍ର ଏକ ସୁନ୍ଦର ରାତ୍ରୀଭୋଜନ” କରିବା ଉଚିତ।

Show More

Related Articles

Back to top button