Breaking PLUSଦେଶମୁଖ୍ୟ ଖବର
ପୁଣି ମିଆଁମାରରେ ଭୂକମ୍ପ ଝଟ୍କା

ଭୁବନେଶ୍ୱର- ମ୍ୟାଁମାରରେ ପୁଣି ଥରେ ଭୂକମ୍ପ ଝଟକା ଲାଗିଛି। ଭୂମିକମ୍ପରେ ଥରିଛି ମ୍ୟାଁମାର। କେନ୍ଦ୍ରୀୟ ମ୍ୟାନ୍ମାରର ମେଇକତିଲା ସହର ନିକଟରେ ରବିବାର ଏହି ଭୂକମ୍ପ ଅନୁଭୂତ ହୋଇଛି, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ରହିଥିଲା। ଆମେରିକାର ଭୂତତ୍ଵ ସର୍ବେକ୍ଷେଣ(ୟୁଏସଜିଏସ) ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ମାଣ୍ଡାଲେ ଏବଂ ନ୍ୟାପିତ ମଧ୍ୟଭାଗ ଅଞ୍ଚଳର ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି କୁହାଯାଇଛି।