Breaking PLUSଓଡ଼ିଶାମୁଖ୍ୟ ଖବର

EOW ହାତରେ ରାଜା ଚକ୍ରଙ୍କ ୨୦୦ ବେନାମୀ ଆକାଉଣ୍ଟ

ଭୁବନେଶ୍ୱର-  EOW ହାତରେ ରାଜା ଚକ୍ରଙ୍କ ୨୦୦ ବେନାମୀ ଆକାଉଣ୍ଟ  । ରାଜାଙ୍କ ୨୦ ଗାଡି ଜବତ ମଧ୍ୟ କରିଛି EOW  । ଦ୍ବିତୀୟ ଦିନରେ ରାଜା ଚକ୍ରଙ୍କ ୬ଟି ସ୍ଥାନରେ ଜାରି ରହିଛି ରେଡ୍‌ । କେନ୍ଦୁଝର, କୋଇଡା, ଧାମରା, ଗୋପାଳପୁରରେ ଚାଲିଛି ରେଡ୍‌ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button