ଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ନବୀନଙ୍କ ବିଦେଶ ଗସ୍ତକୁ ନେଇ ବିଜେପିର ପ୍ରଶ୍ନବାଣ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତକୁ ନେଇ ପ୍ରଶ୍ନ କଲେ ବିଜେପିର ବରିଷ୍ଠ ନେତା ତଥା ବିଧାୟକ ଜୟ ନାରାୟଣ ମିଶ୍ର । ଯଦି ମୁଖ୍ୟମନ୍ତ୍ରୀ ସରକାରୀ ଟଙ୍କାରେ ବିଦେଶ ଗସ୍ତ କରିଛନ୍ତି ? କେଉଁ କାମରେ ଯାଇଥିଲେ ?କ’ଣ ଉପଲବ୍ଧ କଲେ ? ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ଜୟ ନାରାୟଣ ମିଶ୍ର। ତେବେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ପ୍ରୟ ୭ଦିନ ପୁରିଯାଇଥିବା ବେଳେ ଜୟ ନାରାୟଣ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରଶ୍ନ ପଚାରିଛନ୍ତି ।

ଅନ୍ୟପଟେ ଓଡ଼ିଶାର ଆଧ୍ୟାତ୍ମୀକ ପ୍ରାଣକେନ୍ଦ୍ର କୁହାଯାଉଥିବା ପୁରୀ ଗୋବର୍ଦ୍ଧନ ପୀଠର ମଠାଧୀସ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ମୁଖ୍ୟମନ୍ତ୍ରୀ କେବେ ଭେଟ କରିନଥିବାବେଳେ, ପୋପଙ୍କୁ ଘଣ୍ଚାଘଣ୍ଟା ଧରି ଲାଇନରେ ଠିଆ ହୋଇ ଭେଟ କରିବାର କଣ ଆବଶ୍ୟକତା ଥିଲା ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ । ଜୟ ନାରାୟଣ ଆହୁରୀ ମଧ୍ୟ କହିଛନ୍ତି ଯେ ଓଡ଼ିଶା କୁ ଯଦି ଖ୍ରୀଷ୍ଟିଆନ ରାଜ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି, ତାହାହେଲେ ଆମେ ତାଙ୍କୁ ଘୋର ବିରୋଧ କରିବୁ ।

Show More

Related Articles

Back to top button