Breaking PLUSଓଡ଼ିଶାମୁଖ୍ୟ ଖବର

ମୋକିମ୍‌ଙ୍କ ବିନା କଟକ କଂଗ୍ରେସରେ ପତ୍ରଟେ ହଲେନି- ଗିରିବାଳା

ମୋକିମଙ୍କ ବହିଷ୍କାର ପ୍ରସଙ୍ଗରେ କଟକ ନଗର ଜିଲ୍ଲା କଂଗ୍ରେସ ସଭାନେତ୍ରୀଙ୍କ ପ୍ରତିକ୍ରିୟା  । ଯାହା ନିଷ୍ପତ୍ତି ହୋଇଛି ଠିକ୍ ନୁହେଁ କହିଲେ ଗିରିବାଳା ବେହେରା । ମୋକିମ୍‌ଙ୍କ ବିନା କଟକ କଂଗ୍ରେସରେ ପତ୍ରଟେ ହଲେନି, ଏଠି ଦଳ ଦୁର୍ବଳ ହେବ । ବର୍ଷ ବର୍ଷ ଧରି କଟକରେ କଂଗ୍ରେସ ଜିତି ପାରୁ ନଥିଲା । କିନ୍ତୁ ସେ ଓ ତାଙ୍କ ଝିଅ ଏଠାରେ ଜିତିଲେ ।ପୌର ନିର୍ବାଚନରେ ବି କଂଗ୍ରେସ କର୍ପୋରେଟର ଜିତିଲେ । ଏହା କେବଳ ମୋକିମ୍‌ଙ୍କ ପାଇଁ ସମ୍ଭବ ହେଲା ।କୌଣସି ବିଶୃଙ୍ଖଳା ସେ କରିନାହାନ୍ତି, ଦଳକୁ ମଜବୁତ୍ ପାଇଁ ଚିଠି ଲେଖିଥିଲେ । ବହିଷ୍କାର ଘଟଣା କର୍ମୀ ଓ ନେତାଙ୍କୁ ଆଘାତ ଦେଇଛି ।

Show More

Related Articles

Back to top button