Breaking PLUSଓଡ଼ିଶାମୁଖ୍ୟ ଖବର
କିମ୍ସ ଡାକ୍ତର ତଦନ୍ତ ପରିସରଭୁକ୍ତ ହେବେ-ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ଭୁବନେଶ୍ୱର- କିସ୍ ଛାତ୍ର ହତ୍ୟା ଘଟଣାକୁ ନେଇ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ପ୍ରତିକ୍ରିୟା ।କିମ୍ସ ଡାକ୍ତର ତଦନ୍ତ ପରିସରଭୁକ୍ତ ହେବେ କହିଲେ OSCPCR ଅଧ୍ୟକ୍ଷା । ଚିକିତ୍ସା କଲେ, ମୃତଦେହ ହସ୍ତାନ୍ତର କଲେ, ପୋଷ୍ଟମର୍ଟମ କାହିଁକି କଲେନି । ଏହା ନିଶ୍ଚୟ ତଦନ୍ତ ସାପେକ୍ଷ, କିମ୍ସ ଡାକ୍ତର ତଦନ୍ତ ପରିସରଭୁକ୍ତ ହେବେ । କିସ୍ କର୍ତ୍ତୃପକ୍ଷ ଅବହେଳା କରିଛନ୍ତି, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏଭଳି ଘଟଣା ଯେଭଳି ଆଗକୁ ନ ଘଟିବ ସେଥିପାଇଁ କିସ୍ ସଜାଗ ରହୁ । ପୁଣି ଥରେ କିସ୍ ଭିଜିଟ୍ କରିବୁ, ପିଲାଙ୍କ ସୁରକ୍ଷା ଅନୁଧ୍ୟାନ କରିବୁ । ପିଲାଙ୍କ ସୁରକ୍ଷା, ଅଧିକାର, ଖାଦ୍ୟ, ରହଣି ସବୁର ଅନୁଧ୍ୟାନ କରିବୁ ।



