Breaking PLUSଓଡ଼ିଶାମୁଖ୍ୟ ଖବର

କୁକୁଡ଼ା ଫାର୍ମରେ ଫୁଟିଲା ଗୁଳି, ଫାର୍ମ ମାଲିକ ମୃତ

ଝାରସୁଗୁଡ଼ା- କୁକୁଡ଼ା ଫାର୍ମରେ ଫୁଟିଲା ଗୁଳି, ଫାର୍ମ ମାଲିକ ମୃତ ।  ସଦର ଥାନା ବେହେରାପାଟ ନିକଟ କୁକୁଡ଼ା ଫାର୍ମରେ ଗୁଳିମାଡ଼ ହୋଇଛି । ବଚସାକୁ ନେଇ କୁକୁଡା ଫାର୍ମ ମାଲିକଙ୍କୁ ଗୁଳିମାଡ଼ କରିଛି ଯୁବକ । ଗୁଳିମାଡ଼ ପରେ ମୃତଦେହ ନଦୀରେ ଫିଙ୍ଗି ଦେଇଥିବା ସୂଚନା ମିଳିଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୨ ଜଣଙ୍କୁ ଅଟକ ରଖିଲା ପୋଲିସ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button