Breaking PLUSଅପରାଧଓଡ଼ିଶାଦେଶମୁଖ୍ୟ ଖବରଶିକ୍ଷା

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ।

ଭିଜିଲାନ୍ସ ଜାଲରେ ଟିପିଡବ୍ଲ୍ୟୁଓଡିଏଲ୍ ଜେନେରାଲ୍ ମ୍ୟାନେଜର ସନ୍ତୋଷ କୁମାର ଦର୍ଜୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ। ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦର୍ଜୀ ବୁର୍ଲା କର୍ପୋରେଟ ଅଫିସରେ କାର୍ୟ୍ୟରତ ଅଛନ୍ତି। ଏହି ଚଢାଉରେ ଜଣେ ଡିଏସପି ୬ଜଣ ଇନସ୍‌ପେକ୍ଟର, ୨ଜଣ ଏଏସଆଇ ସାମିଲ ଅଛନ୍ତି।  ଏକକାଳୀନ ୩ଟି ସ୍ଥାନରେ ରେଡ୍ ଜାରି ରହିଛି। ସନ୍ତୋଷ କୁମାରଙ୍କ ସମ୍ବଲପୁର ପ୍ରଧାନପଡା ସ୍ଥିତ ବାସଭବନ, ବୁର୍ଲା କର୍ପୋରେଟ୍ ଅଫିସ୍, ବରଗଡ ଜିଲ୍ଲା ଅତାବିରାରର ପୈତୃକ ବାସଭବନରେ ଚଢାଉ ହେଉଛି। ବର୍ତ୍ତମାନ ସୁଦ୍ଧା ନଗଦ ୬ ଲକ୍ଷ ୨୮ ହଜାର ଟଙ୍କା ସୁନି ଗହଣା ମଧ୍ୟ ଜବତ ହୋଇଛି।  ସନ୍ତୋଷ ପୂର୍ବରୁ ବିଦ୍ୟୁତ ବିଭାଗରେ ଚିଫ୍ ଇଞ୍ଜିନିଅର ଭାବେ କାର୍ଯ୍ୟ କରୁଥିଲେ।

Show More

Related Articles

Back to top button