Breaking PLUSଓଡ଼ିଶାମୁଖ୍ୟ ଖବର
କେଭିଙ୍କ ବାସଭବନରେ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ୱର- ଉପମୁଖ୍ୟମନ୍ତ୍ରୀ କେଭିଙ୍କ ବାସଭବନରେ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଭାପତି ମନମୋହନ ସାମଲ ଉପସ୍ଥିତ ଅଛନ୍ତି । ରାଷ୍ଟ୍ରୀୟ ସା. ସମ୍ପାଦକ ତରୁଣ ଚୁଗ୍, ପ୍ରଭାରୀ ବିଜୟପାଲ ସିଂ ତୋମାର । ଖାଲି ପଡ଼ିଥିବା ନିଗମ ଓ ବିଭିନ୍ନ ବୋର୍ଡ ନେଇ ବିଚାରବିମର୍ଶ ।