Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ମିଛ ଡ୍ରାମା କରୁଛନ୍ତି ବିରୋଧୀ- ଇରାଶିଷ ଆଚାର୍ଯ୍ୟ

ଭୁବନେଶ୍ୱର- ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ।।କହିଲେ- ବିଜେଡି ଓ କଂଗ୍ରେସର ବିଧାନସଭା ଚଳାଇ ଦେବାରେ ମାନସିକତା ନାହିଁ। ନିଜ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ମିଛ ଡ୍ରାମା କରୁଛନ୍ତି ବିରୋଧୀ। ନବୀନ ଫାଉଣ୍ଡେସନ କଥା ଲୁଚାଇବା ପାଇଁ ମିଛ ସୁଆଙ୍ଗ କରୁଛନ୍ତି ବିରୋଧୀ।



