Breaking PLUSଦେଶମୁଖ୍ୟ ଖବର

ଜମ୍ମୁକାଶ୍ମୀର ବିଧାନସଭାରେ ଶାସକ ଓ ବିରୋଧୀଙ୍କ ହାଇଡ୍ରାମା

ଶ୍ରୀନଗର- ଜମ୍ମୁକାଶ୍ମୀର ବିଧାନସଭାରେ ଶାସକ ଓ ବିରୋଧୀଙ୍କ ହାଇଡ୍ରାମା  । ବିଧାନସଭାରେ ଧାରା ୩୭୦ ବ୍ୟାନର ଦେଖାଇବାକୁ ନେଇ ହଙ୍ଗାମା  । ଶାସକ ଓ ବିରୋଧୀ ବିଧାୟକଙ୍କ ମଧ୍ୟରେ ଧକ୍କା ଓ ମୁଥ ମରାମରି ହୋଇଛି । ଧାରା ୩୭୦କୁ ପୁନଃ ଲାଗୁ ପ୍ରସ୍ତାବକୁ ନେଇ ହଙ୍ଗାମା ହୋଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button