Breaking PLUSଦେଶମୁଖ୍ୟ ଖବର

ଜମ୍ମୁ କଶ୍ମୀରରେ ଆଗରେ ଏନସି ମେଂଟ

କଶ୍ମୀର- ୯୦ ଆସନ ବିଶିଷ୍ଟ ଜାମ୍ମୁ-କଶ୍ମୀର ବିଧାନସଭାରେ ଆଜି ଆସିବ ନିର୍ବାଚନ ଫଳାଫଳ। ପ୍ରାରମ୍ଭିକ ଗଣତି ଅନୁସାରେ ଏଠାରେ ବିଜେପିକୁ କଡା ଟକ୍କର ଦେଇ ଏନସି ଓ କଂଗ୍ରେସ ଆଗୁଆ ରହିଛି। ଏନସି ମେଣ୍ଟ ୪୭ସିଟରେ ଆଗୁଆ ରହିଥିବା ବେଳେ ବିଜେପି ୨୫ସିଟରେ ଓ ପିଡିପି ୩ଟି ସିଟରେ ଆଗୁଆ ରହିଛି। ତେବେ କିଏ ଏଠାରେ ସରକାର ଗଢିବ ତାହା ଉପରେ ନଜର ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button