Breaking PLUSଓଡ଼ିଶାମୁଖ୍ୟ ଖବର

ବିଶ୍ୱର ଦ୍ୱିତୀୟ ଉତ୍ତପ୍ତ ସହର ଝାରସୁଗୁଡା

ଭୁବନେଶ୍ୱର- ବିଶ୍ବର ଉତ୍ତପ୍ତ ସହର ତାଲିକାରେ ଝାରସୁଗୁଡ଼ା ନିଜ ନାଁ ଯୋଡିଦେଲା । ବିଶ୍ବର ଉତ୍ତପ୍ତ ସହର ତାଲିକାରେ ୨ୟରେ ଅଛି ଓଡିଶାର ଝାରସୁଗୁଡ଼ା । ଗତକାଲି ତାତି ଏତେ ଥିଲା ଯେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ମଣିଷ ଏଣନିଶ୍ବାସୀ ହୋଇପଡୁଥିଲା । ସକାଳ ହେବା ପରଠାରୁ ପଦାକୁ ବାହାରିବା ଏକପ୍ରକାର ମୁସକିଲ ହୋଇ ପଡୁଥିଲା । ଦିନ ୧୧ଟା ବେଳକୁ ମୁଣ୍ଡ ଉପରେ ଖରା ଟାଇଁଟାଇଁ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button