Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସତର୍କତା

ଭୁବନେଶ୍ୱର: ଓଡ଼ିଶାର ତିନୋଟି ଜିଲ୍ଲା ପାଇଁ  ପାଣିପାଗ ବିଭାଗ ପକ୍ଷରୁ କାଳବୈଶାଖୀ ସତର୍କ ସୂଚନା ଜାରି କରାଯାଇଛି। ବଜ୍ରପାତ ସହିତ ଝଡ଼ବର୍ଷା ଏବଂ ହାଲୁକାରୁ ମଧ୍ୟମ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଦ୍ୱାରା ଅପରାହ୍ନ ୧ଟାରେ ଜାରି କରାଯାଇଥିବା ସତର୍କତା ଅନୁଯାୟୀ, ସୁନ୍ଦରଗଡ଼, ମୟୂରଭଞ୍ଜ ଏବଂ ଗଜପତି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।

Show More

Related Articles

Back to top button