Breaking PLUSଓଡ଼ିଶାମୁଖ୍ୟ ଖବର

ଖୋର୍ଦ୍ଧାରୁ ୧୫୦ ଗ୍ରାମ୍‌ର ବ୍ରାଉନ ସୁଗାର ଜବତ; ୩ ଜଣ ଗିରଫ

ଖୋର୍ଦ୍ଧା ଖୋର୍ଦ୍ଧାରୁ ୧୫୦ ଗ୍ରାମ୍‌ର ବ୍ରାଉନ ସୁଗାର ଜବତ ହୋଇଛି । ଏହି ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । ଆଦର୍ଶ ଥାନା ବାଟମଙ୍ଗଳା ରାସ୍ତା ହାଟପୋଖରୀ ନିକଟରେ ପୋଲିସର ରେଡ୍ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button