Breaking PLUSଓଡ଼ିଶାମୁଖ୍ୟ ଖବର

କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର  ହୋଇଛି । ମୃତକ ଛତିଶଗଡ଼ର ରାହୁଲ ଯାଦବ, ପ୍ରଥମ ବର୍ଷ କମ୍ପ୍ୟୁଟର ସାଇନ୍ସ ଛାତ୍ର  । ଏନେଇ ସ୍ପଷ୍ଟ କଲେ ଏସିପି ସୋନାଲ୍ ସିଂ ପରମାର  । ଜୀବନ ହାରିଥିବା ସନ୍ଦେହ, ଇନ୍‌ଫୋସିଟି ପୋଲିସର ତଦନ୍ତ ।

Show More

Related Articles

Back to top button