Breaking PLUSଓଡ଼ିଶାମୁଖ୍ୟ ଖବର
କିସ୍ ଛାତ୍ରଙ୍କୁ ତଣ୍ଟିଚିପି ହତ୍ୟା

ଭୁବନେଶ୍ୱର: କିସ୍ ଛାତ୍ର ମୃତ୍ୟୁ ଘଟଣା ।ଡାଲି ପଡ଼ିଯିବାରୁ ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି ସହପାଠୀ । ୩ ଛାତ୍ରଙ୍କୁ ଅଟକ ରଖି ଇନ୍ଫୋସିଟି ଥାନା ପୋଲିସର ତଦନ୍ତ । ଗଣ୍ଡଗୋଳ ପରେ ବାଥରୁମରେ ମାଡ଼ମାରିବା ସହ ତଣ୍ଟି ଚିପି ହତ୍ୟା । ଜିରୋ FIRରେ କେସ୍ କରିଥିଲା ଇନ୍ଫୋସିଟି ଥାନା ପୋଲିସ । ଗତ ୧୨ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ ।



