Breaking PLUSଓଡ଼ିଶାମୁଖ୍ୟ ଖବର

ବର୍ଦ୍ଧିତ ଦରମା ନନେବା କେବଳ ରାଜନୀତି- କନକବର୍ଦ୍ଧନ ସିଂଦେଓ

ଭୁବନେଶ୍ୱର, 14 ଡିସେମ୍ବର  – ନବୀନ ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ କେଭି ସିଂହଦେଓ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିଧାନସଭାରେ ନବୀନ ବାବୁଙ୍କୁ କହିବାର ସୁଯୋଗ ଥିଲା ।ସେ କାହିଁକି ଆସିଲେ ନାହିଁ, କାହିଁକି ତାଙ୍କ ମତ ରଖିଲେ ନାହିଁ । ଏହା ଆଉ କିଛି ନୁହେଁ, କେବଳ ରାଜନୀତି ବୋଲି କନକବର୍ଦ୍ଧନ ସିଂଦେଓ କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button