Breaking PLUSଓଡ଼ିଶାମୁଖ୍ୟ ଖବର
ଡ୍ରେନ୍ କାମ ବେଳେ ଜଣେ ଶ୍ରମିକ ମୃତ, ୨ ଗୁରୁତର

କଟକ: ଡ୍ରେନ୍ କାମ ବେଳେ ଜଣେ ଶ୍ରମିକ ମୃତ, ୨ ଗୁରୁତର -ବିଡ଼ାନାସୀ ଛକରେ ସିଏମସିର ଡ୍ରେନ୍ କାମ ବେଳେ ଅଘଟଣ -ଡ୍ରେନ୍ କାମ ବେଳେ କାନ୍ଥ ଭୁଶୁଡ଼ି ଚାପି ହୋଇଗଲେ ୩ ଶ୍ରମିକ -ଜଣଙ୍କ ମୃତଦେହ ଉଦ୍ଧାର, ୨ ଗୁରୁତର ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି