Breaking PLUSଓଡ଼ିଶାମୁଖ୍ୟ ଖବର
ଗଛରେ ପିଟିହେଲା ହେଲା କାର୍; ୨ ମୃତ

ଲମତାପୁଟ: କୋରାପୁଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗଛରେ ପିଟିହେଲା ହେଲା କାର୍ । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ନନ୍ଦପୁର-ପାଡୁଆ ରାସ୍ତା ନିକଟରେ ଦୁର୍ଘଟଣା ଘଟିଛି । କାର୍ ଯୋଗେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା ।ମୃତକ ଜଣେ ଗୋଲୁର ଗାଁର; ଅନ୍ୟ ଜଣେ କୁଡ଼ୁବ ଗାଁର ।



