Breaking PLUSଓଡ଼ିଶାମୁଖ୍ୟ ଖବର

ବିଷାକ୍ତ ଖାଦ୍ୟ ଖାଇ ପ୍ରାୟ ୮୦ ଛାତ୍ରଛାତ୍ରୀ ଅସୁସ୍ଥ

ଲକ୍ଷ୍ମୀପୁର: ବିଷାକ୍ତ ଖାଦ୍ୟ ଖାଇ ପ୍ରାୟ ୮୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି ।କୋରାପୁଟ ବନ୍ଧୁଗାଁ ବ୍ଲକ ବାଉଁଶପୁଟ ସ୍କୁଲର ଘଟଣା  । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ବନ୍ଧୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button