Breaking PLUSଓଡ଼ିଶାମୁଖ୍ୟ ଖବର

ମାଛ ମାର୍କେଟରେ ପୌର ପରିଷଦର ମିଳିତ ଚଢ଼ାଉ

ଜଳେଶ୍ୱର: ମାଛ ମାର୍କେଟରେ ପୌର ପରିଷଦର ମିଳିତ ଚଢ଼ାଉ ।ନିମ୍ନମାନର ଓ କେମିକାଲ ବ୍ୟବହୃତ ମାଛ ବିକ୍ରି ଅଭିଯୋଗରେ ରେଡ୍‌ କରାଯାଇଛି ।ବ୍ୟବସାୟୀକଙ୍କ ଠାରୁ ଓଜନ ବଟକରା, ମେସିନ ଜବତ ସହ ଫାଇନ ଆଦାୟ କରାଯାଇଛି ।

Show More

Related Articles

Back to top button