Breaking PLUSଓଡ଼ିଶାମୁଖ୍ୟ ଖବର
ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀଙ୍କୁ ପୁନଃ ଦାୟିତ୍ୱ

ଭୁବନେଶ୍ୱର- ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀଙ୍କୁ ପୁନଃ ଦାୟିତ୍ୱ । ଜଳସମ୍ପଦ ବିଭାଗ ଓଏସ୍ଡି ଭାବେ ଦାୟିତ୍ୱ ପ୍ରଦାନ କଲେ ରାଜ୍ୟ ସରକାର ।ଦାୟିତ୍ୱ ପ୍ରଦାନ ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ପୂର୍ବରୁ ମଧ୍ୟ ଚନ୍ଦ୍ରଶେଖର ପାଢ଼ୀଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ ସରକାର ।



