Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ମହାମାୟାଙ୍କ ମହାଷ୍ଟମୀ

ମା’ ଦୁର୍ଗତିନାଶିନୀଙ୍କ ଆଗମନରେ ଚଳଚଞ୍ଚଳ ହୋଇ ପଡିଛି ପୁରପଲ୍ଲୀ । ଆଜି ମଣ୍ତପରେ ମହାମାୟାଙ୍କ ମହାଷ୍ଟମୀ ପୂଜା । ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ସମସ୍ତ ମଣ୍ତପ । ମନ୍ତ୍ର ଉଚ୍ଚାରଣ, ହୋମ ଯଜ୍ଞରେ କମ୍ପୁଛି ପରିବେଶ । ଦୁର୍ଗାପୂଜାର ଏକ ସ୍ୱତନ୍ତ୍ର ଦିନ ହେଉଛି ମହାଷ୍ଟମୀ । ସୁନା, ରୂପା ମେଢରେ ଶୋଭା ପାଉଛନ୍ତି ମା’ । ରଙ୍ଗିନ ଆଲୋକମାଳାରେ ଝଲସି ଉଠୁଛି ବିଭିନ୍ନ ପୂଜା ମଣ୍ତପ ।

Show More

Related Articles

Back to top button