Breaking PLUSଦେଶମୁଖ୍ୟ ଖବର

ମନମୋହନ ସିଂହଙ୍କ ସ୍ମାରକୀ ସ୍ଥଳ ପାଇଁ ଚିଠି

ନୂଆଦିଲ୍ଲୀ- ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ପରଲୋକ ପରେ ସାରା ବିଶ୍ଵରେ ଶୋକର ଛାୟା ଖେଳିଯାଇଛି। ଶନିବାର ପୂର୍ବାହ୍ନ ୯ଟା ୩୦ରେ ନିଗମବୋଧ ଘାଟରେ ମନମୋହନଙ୍କ ଅନ୍ତିମ ସଂସ୍କାର କରାଯିବ। ତେବେ ଏହା ପୂର୍ବରୁ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ମନମୋହନଙ୍କ ଲାଗି ଏକ ସ୍ମାରକସ୍ଥଳ ପ୍ରତିଷ୍ଠା ପାଇଁ ଅନୁରୋଧ କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ଚିଠି ଲେଖିଛନ୍ତି।

Show More

Related Articles

Back to top button