Breaking PLUSଓଡ଼ିଶାମୁଖ୍ୟ ଖବର
ମାଓବାଦୀଙ୍କ ଗୋଳା ବାରୁଦ କାରଖାନା ଠାବ

ମାଓବାଦୀ ତିଆରି କରୁଥିଲେ ବନ୍ଧୁକ, ବୋମା। କୋମ୍ବିଂ ଅପରେସନ ବେଳେ ଏଭଳି ଏକ ଗୋଳାବାରୁଦ କାରଖାନା ଠାବ କରିଛନ୍ତି ଯବାନ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲା ଅନ୍ତର୍ଗତ ଗରିଆବନ୍ଧ ଜଙ୍ଗଲରୁ ଏହି କାରଖାନାକୁ ଠାବ କରିଛନ୍ତି କୋବ୍ରା ବାହିନୀ ଏବଂ ସିଆରପିଏଫ ଯବାନ।