Breaking PLUSଓଡ଼ିଶାମୁଖ୍ୟ ଖବର

ମଣ୍ଡି ବ୍ୟତୀତ ବାହାରୁ ଧାନ କିଣିଲେ ହେବ କାର୍ଯ୍ୟାନୁଷ୍ଠାନ- ମନ୍ତ୍ରୀ

ଭୁବନେଶ୍ୱର- ମଣ୍ଡି ବ୍ୟତୀତ ବାହାରୁ ଧାନ କିଣିଲେ ହେବ କାର୍ଯ୍ୟାନୁଷ୍ଠାନ । ଧାନ କିଣା ନେଇ ମିଲରଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶନିବାର କଡା ଚେତାବନୀ ଦେଇଛନ୍ତି । ମଣ୍ଡି ବ୍ୟତୀତ ବାହାରୁ ଧାନ କିଣିଲେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ମିଲ୍‌କୁ ସିଲ୍‌ କରାଯିବ । ଏହାସହ କଳା ତାଲିକା ଭୁକ୍ତ ମଧ୍ୟ କରାଯିବ । ମନ୍ତ୍ରୀ ଆହୁରି କହିଛନ୍ତି, ନୂଆପଡାରେ ଏହି କାରଣ ପାଇଁ ମିଲ୍‌କୁ ସିଲ୍‌ କରାଯାଇଛି । ଆଗକୁ ଯିଏ ଏମିତି କାମ କରିବ ତା’ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଚାଷୀ ଧାନ ବିକିବାକୁ ତରତର ହେଉଥିବାରୁ ଦଲାଲ ସୁଯୋଗ ନେଉଛନ୍ତି  ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button