Breaking PLUSଅପରାଧଦୁର୍ଘଟଣାଦେଶମୁଖ୍ୟ ଖବର

ଜନ୍ମ କଲା ପୁଅର ଆକ୍ରମଣରେ ମା’ର ମୃତ୍ୟୁ

ମାଆକୁ ମାରିବା ସହ ପରିବାରର ଆଉ ୪ ଜଣ ସଦସ୍ୟଙ୍କୁ ମଧ୍ୟ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ନିଜ ଜନ୍ମକଲା ମାଆକୁ ହତ୍ୟା କରିଛି ପୁଅ । ମାଆକୁ ମାରିବା ସହ ପରିବାରର ଆଉ ୪ ଜଣ ସଦସ୍ୟଙ୍କୁ ମଧ୍ୟ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଅଭାବନୀୟ ଘଟଣାଟି ପୁରୀ ବାଲିଘାଟ ସୁଭଦ୍ରା ନଗରରେ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ବୁନିଲତା ଦୀକ୍ଷିତ । ତେବେ ପରିବାରର ଅନ୍ୟ ତିନିଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ପୋଲିସ ଘଟଣା ସଂପର୍କରେ ସୂଚନା ପାଇଁ ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button